ମଦନ ମୋହନ ମହାପାତ୍ର ଏବେ କି ମୌସୁମୀ ଆସେ, ବରଷା ଆସିଲେ,ସେଇମିତି ଛମଛମ କରି ?ମାଟିର ବାସ୍ନାରେ ଉଡ଼େ,ତା ଗୋଲାପୀ ମନର ଉତ୍ତରୀ ?ହୃଦୟରେ ଫେନିଳ ତରଙ୍ଗ,ଝୁମାଝୁମା ମାଳତୀର ପେନ୍ଥା ?ଭିଜାଭିଜା ପବନରେ ଶିହରଣ,ଆଖି
ଭୁବନେଶ୍ଵର : ଭୁବନେଶ୍ଵର ସ୍ଥିତ ଜୟଦେବ ଭବନଠାରେ ‘ସମ୍ବାଦ’ ଗ୍ରୁପର ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ର ୩୮ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
ଭୁବନେଶ୍ଵର : ସାହିତ୍ୟ ଉନ୍ମୋଚନ କରେ, ସଂଯୋଗ କରେ ଓ ଖୋଲିଦିଏ ଯାବତୀୟ ଦ୍ଵନ୍ଦ୍ଵର ଗଣ୍ଠି । ବ୍ୟକ୍ତିକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହିତ ସଂପୃକ୍ତ କରାଇବା ସହିତ ଅନ୍ଧାରରେ ଆଲୋକ ଦିଏ,
ଭୁବନେଶ୍ଵର : ଗୃହ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ତଥା ସାହିତ୍ୟିକ ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକଙ୍କର ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ
ଭୁବନେଶ୍ଵର : ମାତୃଭାଷା ମହାକୁମ୍ଭ ଏକ ଆନ୍ତର୍ଜାତିକ ମାତୃଭାଷା ସମ୍ମିଳନୀ । ମାତୃଭାଷା ମହାକୁମ୍ଭର ୧୧ ତମ ସଂସ୍କରଣ ଫେବୃଆରୀ ୨୦ ଏବଂ ୨୧ ତାରିଖ ଦିନ ଏହା ଭୁବନେଶ୍ଵରର ସ୍ଵସ୍ତିକ ପ୍ରିମିୟମ ହୋଟେଲରେ
ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଜୀବନୀ ପୁସ୍ତକ ‘ବ୍ଲକବଷ୍ଟରରୁ ବାଲାଟବକ୍ସ ଅନୁଭବ ମହାନ୍ତି’ ଭୁବନେଶ୍ଵରର ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଟାଇମପାସ ପବ୍ଲିକେସନ ଦ୍ବାରା ପ୍ରକାଶିତ
ଅମିତା ମହାନ୍ତି ତୁମ ଚକା ଆଖିକୁ ନିରେଖି ନିରେଖିମୋ ମୁକୁଳା ଆଖି ଦୁଇଟିରେଭରି ଦେଇଛି ଆଞ୍ଜୁଳେ ଲୁହତୁମ ପାଦପଦ୍ମରେ କୁଢେଇ ଦେଲିମୋ ଅବୁଝାପଣର ଭେଟି ସତରେ ଏ ପୃଥିବୀଟି ମଧୁମୟଜହ୍ନରେ ଭରିଛି ପ୍ରୀତିର ସପ୍ତ
ଭୁବନେଶ୍ଵର : ଫେବୃୟାରୀ ୨୭ ତାରିଖ ଦିନ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କଥାକାର ମନୋଜ ଦାସଙ୍କ ୯୧ତମ ଜନ୍ମଦିନ ପାଳନ ହେବାକୁ ଯାଉଛି । ଏହି ସ୍ୱର୍ଣ୍ଣିମ ଅବସରରେ ଯୁବ ଔପନାସିକ ଦେବବ୍ରତ ଦାସ
