ବିନୟ ମହାପାତ୍ର ମୁଁ ନୃଶଂସ ନୁହେଁ,ତଥାପି ପ୍ରତିଦିନଜୀବନ୍ତ ଜୀବର ପ୍ରାଣ ନେଇଯାଏ,ମାଂସ ଲୋଭି କ୍ଷୁଧାର୍ତ୍ତ ମଣିଷ ଥାଳିରେ,ନିକିତିରେ ତଉଲି ତଉଲିନିତି ନିତି, ତାଜା ମାଂସ ପରଶି ଦିଏ ।ସମ୍ଭୋଗ ମୋ ନିଶା ନୁହେଁରତି ମୋ

Read More

ପ୍ରଦୀପ କୁମାର ପଣ୍ଡା ସାଧାରଣ କଥାମାନ ଯେତେବେଳେ ସାଂଘାତିକ ଲାଗିବ,ଜାଣିବତୁମେ ଦେଖିପାରୁଛଶୁଣି ପାରୁଛଭାବି ପାରୁଛଚାହିଁଲେ ତୁମେ କହିପାରିବମୋଟାମୋଟି ତୁମେ ସୁସ୍ଥ ଅଛତୁମକୁ ଭୋକ ହେଉଛିଚାହିଁଲେ ତୁମେ ଶୋଇପାରିବ । ଆହୁରି ଜାଣିବପାଣିର ରଙ୍ଗ ଏବେବି

Read More

ରାମକୃଷ୍ଣ ଛାଡ଼ି ଆସିଛି ମହୁଲ ଗଛର ଡାଳରେବଣି ସହିତ ପ୍ରତିଯୋଗିତାରେ ମାତିଥିବାଶୈଶବର ସେଇ ଡେଣା ଯୁଗଳ… ଶାଗୁଆ ଧାନକ୍ଷେତର ଲହଡ଼ିରେଭସେଇ ଦେଇଆସିଛି ସେସବୁ ସ୍ଵପ୍ନଯେଉଁମାନଙ୍କ ଭାଗ୍ୟରେ ନଥିଲା ଦେଖିବାକୁସୁଖ ନିଦରେ ଆଙ୍କିଥିବା ସୂର୍ଯ୍ୟୋଦୟର ଚିତ୍ର…

Read More

ଡ. ଗୀତାଞ୍ଜଳି ପୃଷ୍ଟି ସ୍ମୃତି ତୁମେ ଆସ ଅତୀତ ସାଥୀରେଫଗୁଣର ରଙ୍ଗ ନେଇତୁମେ ପୁଣି ଆସ ଭରା ସମ୍ମୋହନେଅନେକ ଯାତନା ସହି ।। ସ୍ମୃତି ତୁମେ ପରା ଶିଖାଇ ଦେଇଛବଞ୍ଚିବାର ମାୟା ମୋହତୁମ ପାଇଁ

Read More

ମୃତ୍ୟୁଞ୍ଜୟ ବେହେରା ଯାହା ଆଶା କରିଥିଲିତାହା କଣ ପାଇପାରିଲି ତୁମଠୁ ? ପାଇପାରିଲି କି ଋତୁମାନଙ୍କ ସାନିଧ୍ୟନା ରାତିମାନଙ୍କର ଅନୁରାଗମାସମାନଙ୍କ ମାଧୁର୍ଯ୍ୟନା ମୁହୂର୍ତ୍ତମାନଙ୍କ ସଂସର୍ଗଏବେ କି ଉତ୍ତର ବା ଦେବି ମୁଁଏ ବିଦାୟ ବେଳରେ

Read More

ଅରୁଣ କୁମାର ମିତ୍ର ନୂତନ ସୂର୍ଯ୍ୟ ନୂତନ ବରଷ ଆନନ୍ଦଘନ ପ୍ରାତଃଆଗାମୀ ଦିନର ଆଶାର ସପନ ସଦ୍ୟ କୁହୁଡ଼ି ସ୍ନାତ । ପ୍ରବଳ ଜାଡ଼ରେ ପୁର ଓ ପଲ୍ଲୀ ଆବାହନ ନବ ଦିନକୁଉଚ୍ଛ୍ୱାସ ସହ

Read More

ବିନୟ ମହାପାତ୍ର ଜୀବନଟା, ଖାଲି କହିବାକୁ,ଖୋଲା ବହିଟିଏ,ହେଲେ, ସତରେ କଣଜୀବନଟା ଖୋଲା ବହି ହେଇ ଥାଏ ?କେଜାଣି ହୋଇ ଥିବ,ମୋର କିନ୍ତୁ ବିଶ୍ୱାସ ହୁଏନା ।ଚକ୍ ମକ୍ ରଙ୍ଗିନ ମଲାଟ ତଳେ,ଜୀବନର କେତେ ଯେ

Read More

ବିନୟ ମହାପାତ୍ର ଥରେ ପଛକୁ ଚାହିଁ, ଦେଖ !କଣ ଛାଡି ଗଲ,ଜୀବନର ଚଲା ପଥେ,ବର୍ଷା ଉପରାନ୍ତେ,କାଦୁ ପଚ୍ ପଚ୍ ଗାଆଁ ଦାଣ୍ଡେତୁମର ସେ କୁନିକୁନି ପାଦ ଚିହ୍ନ,ଅବା ମନ୍ଦିରର ଚଟାଣରେସଦ୍ୟଧୂଆ, ତୁମ ଓଦା ପାଦର

Read More

ବିନୟ ମହାପାତ୍ର ସବୁ କିଛି ନପାଇବା ଭଲ,ଖୋଜିବାରେ ଆନନ୍ଦ ଥାଏ,ପ୍ରତୀକ୍ଷାରେ ଉତ୍କଣ୍ଠା ଥାଏ,କେବେ ବସି ଦିନ ଗଣେ,କେବେ କାନ୍ଥ ଘଡ଼ି ଦେଖିଦେଖିରାତି ପାହିଯାଏ ।ସବୁ କିଛି ପାଇଗଲେ,ପ୍ରତୀକ୍ଷାର ଅନ୍ତ ହୋଇଯିବଥରେ ପାଇଗଲେ,ହରାଇବାର ଡର ଯେ

Read More