ବିନୟ ମହାପାତ୍ର ଧନ୍ୟ ହୋଇ ଗଲା ଜୀବନଜନମି ତୋ କୋଳେ ଆମେରେ ଓଡ଼ିଆଏ ମାଟିର ବୀର ସନ୍ତାନ । ବଡ ଦିଅଁ ଯା’ର ଜଗତର ନାଥମନ୍ଦିର ଯାହାର ବଡ଼ ଦେଉଳପବିତ୍ର ଯାହାର ପାଣି ପବନ,ତୋହରି
Category: କବିତା
ଶ୍ରୀପ୍ରଦା ଶତରୂପା କହିଲେ କହିବେ କହୁଛି ବୋଲିକିଛୋଟ ମୁହେଁ ବଡ଼ କଥା,ମନକୁ ବାଧିଲେ କରିଦେବେ କ୍ଷମାପରକାଶି ଉଦାରତା…. ଅତି ପୁରାତନ ପୂଜ୍ୟ ପୂଜା ବିଧିମୋ ଦେଶରେ ଅଛି ରହି,ପ୍ରତିଭା ଅଥବା ସମାଜ ସେବାକୁସନମାନ ଦେବା
ମୁକୁଲ ମିଶ୍ର ନଳ ତଳେ ଗରା ପୁରି ଆସିବାରସେ ଶବ୍ଦ ଭ୍ରମଆଉଛାତି ଗହୀରରୁ ପୋତା ପ୍ରେମମୁକୁଳି ଆସୁଥିବାର ଦିବାସ୍ଵପ୍ନ ସବୁ କିଛି ରାତି ପରି ପାହିଯାଏ ମୋ ସହ । ଗୋଟେ ସରୁ ନଥିବା
ପ୍ରଦୀପ କୁମାର ପଣ୍ଡା ବାହୁଡ଼ିଯିବାକୁ ବାହାରିନାହିଁ ମୁଁ ଘରୁ । ମୋ ଛଡ଼ା କିଏ ଥିଲା ମୋର ଅପେକ୍ଷାରେଘରେ ବା ଘାଟରେ, ହେଜ ନାହିଁ ମୋର,ମୋଠୁ ଫେରିପାଇବାର କାହାର କିଛିବାକିଥିଲା କି ମୋ ଛଡ଼ା,
ଅରୁଣ କୁମାର ମିତ୍ର ସୁନେଲି ସୂର୍ଯ୍ୟ କିରଣୋଜ୍ଜଳ ପ୍ରାତେପରିଚ୍ଛନ୍ନ ନୀଳ ଗଗନର କୋଳେରଙ୍ଗର ପସରା ଧରି ତାଙ୍କ କଶି ହାତେଛୋଟ ଆମ ଶିଶୁ ଆନନ୍ଦେ ହୋଲି ଖେଳେ । ଯୁବକ ଯୁବତୀ ରାଶିରାଶି ରଙ୍ଗା
ନୀଳିମା ନିବେଦିତା ଦେହଟେ ଅଛି ମାନେଦହନ ଅଛି ନାନା ଜିଜ୍ଞାସାର ଦେହଟେ ଅଛି ମାନେଜୁଆର ଅଛି ଉଚ୍ଚାଟ ମନର ଦେହଟେ ଅଛି ମାନେଅଛି ଲୋଭ ଧାପେ, ମୋହରୁ ଚେନାଏଅଛି ସ୍ୱଳ୍ପ ଭୟ, ଅଛି ବି
