ସତ୍ୟନାରାୟଣ ଗନ୍ତାୟତ ବୋଇଲା ଭଙ୍ଗାଗଢାର ଏ ଦୁନିଆ । ଆମେ ଏନେଇ ଚିନ୍ତିବା ଆରମ୍ଭ କରନ୍ତେ କାନରେ ଫେର୍ ଅବଲୀଳା କ୍ରମେ ଗୁଞ୍ଜରିତ ହୋଇଉଠିଲା ଜଣେ ସଦା ସୁମହାନ ସଙ୍ଗୀତଜ୍ଞ ଗାଇ ଯାଇଥିବା ଚିର
Author: ସହ-ସମ୍ପାଦକ
ସରୋଜ କୁମାର ପଣ୍ଡା ମହୀଶୂରର ସେହି କୁହୁଡ଼ିଆ ସକାଳ ଆଜି ବି ସ୍ୱାସ୍ତିକର ଆଖି ଆଗରେ ଏକ ଜୀବନ୍ତ ଚଳଚ୍ଚିତ୍ର ଭଳି ନାଚିଯାଏ । ଊଟିର ପାହାଡ଼ିଆ ପରିବେଶରୁ ସେ ତାର ଝୁମୁରି ମାଉସୀଙ୍କ
ଡ. ଗୀତାଞ୍ଜଳି ପୃଷ୍ଟି ସ୍ମୃତି ତୁମେ ଆସ ଅତୀତ ସାଥୀରେଫଗୁଣର ରଙ୍ଗ ନେଇତୁମେ ପୁଣି ଆସ ଭରା ସମ୍ମୋହନେଅନେକ ଯାତନା ସହି ।। ସ୍ମୃତି ତୁମେ ପରା ଶିଖାଇ ଦେଇଛବଞ୍ଚିବାର ମାୟା ମୋହତୁମ ପାଇଁ
ମୃତ୍ୟୁଞ୍ଜୟ ବେହେରା ଯାହା ଆଶା କରିଥିଲିତାହା କଣ ପାଇପାରିଲି ତୁମଠୁ ? ପାଇପାରିଲି କି ଋତୁମାନଙ୍କ ସାନିଧ୍ୟନା ରାତିମାନଙ୍କର ଅନୁରାଗମାସମାନଙ୍କ ମାଧୁର୍ଯ୍ୟନା ମୁହୂର୍ତ୍ତମାନଙ୍କ ସଂସର୍ଗଏବେ କି ଉତ୍ତର ବା ଦେବି ମୁଁଏ ବିଦାୟ ବେଳରେ
ଅରୁଣ କୁମାର ମିତ୍ର ନୂତନ ସୂର୍ଯ୍ୟ ନୂତନ ବରଷ ଆନନ୍ଦଘନ ପ୍ରାତଃଆଗାମୀ ଦିନର ଆଶାର ସପନ ସଦ୍ୟ କୁହୁଡ଼ି ସ୍ନାତ । ପ୍ରବଳ ଜାଡ଼ରେ ପୁର ଓ ପଲ୍ଲୀ ଆବାହନ ନବ ଦିନକୁଉଚ୍ଛ୍ୱାସ ସହ
ସତ୍ୟନାରାୟଣ ଗନ୍ତାୟତ ବର୍ଷାନ୍ତରେ ଆସେ ଡିସେମ୍ବର । ଏହା ଏଭଳି ମାସଟିଏ ଯେ ଏହି ମାସ ଆରମ୍ଭ ହେଉହେଉ ଆରମ୍ଭ ହୋଇଯାଏ ଏ ମାସ ସରିବା ନେଇ ନାନା ଚିନ୍ତା । ଏହି ଚିନ୍ତା
