ଛବିରାମ ସେଠି ସବୁଜ ସୁନ୍ଦର ଧରଣୀର କୋଳେସୃଷ୍ଟିର ଅପୂର୍ବ ଲୀଳାଆଦିମ କାଳରୁ ମହୀ ମଣ୍ଡଳରେବୃକ୍ଷ ଲତା ଗିରିମାଳା । ମଣିଷ ସମାଜ ବଞ୍ଚିବା ପାଇଁକିଲୋଡ଼ା ହୁଏ ଗଛଲତାବାତ୍ୟା ମହାବାତ୍ୟା ପ୍ରଳୟଙ୍କରୀରେଭାଙ୍ଗିପଡ଼େ ବୃକ୍ଷ ମଥା ।
Author: ସହ-ସମ୍ପାଦକ
ସତ୍ୟନାରାୟଣ ଗନ୍ତାୟତ ଠାଏ ଥୋକେ ଲୋକ ରୁଣ୍ଡ ହୋଇ ହୋହୋ ଘୋଘୋ ହେଉଥିବା ଦେଖି ସେଠାବକୁ ଯାଆନ୍ତେ ଜାଣିଲୁ ଯେ ଜଣେ ଶ୍ରାବଣ ଛତୁ ଧରି ବିକୁଛି ଓ ତା’ ଉପରେ ସଭିଏଁ ଏକରକମ
ଭୁବନେଶ୍ଵର : ନୟାଗଡ଼ ଜିଲ୍ଲାର ଅନନ୍ୟ ସାରସ୍ଵତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୨ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅଗଷ୍ଟ ୨୭ ତାରିଖ ୨୦୨୫ ରେ ନୟାଗଡ଼ଠାରେ ଅନୁଷ୍ଠିତ ହେବ ।
ଭୁବନେଶ୍ଵର : ଯାଜପୁର ସଂସ୍କୃତି ଓ ବିକାଷ ପରିଷଦ ପକ୍ଷରୁ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ, ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ପୁଣ୍ୟତିଥି ଓ ନାଟ୍ୟକାର କାମପାଳ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୀତଗୋବିନ୍ଦ
ଭୁବନେଶ୍ୱର: ରାୟଗଡ଼ାର ମହିଳା ମହାବିଦ୍ୟାଳୟର ଦ୍ୱାଦଶ ଉଚ୍ଚ ମାଧ୍ୟମିକ (କଳା) ଶ୍ରେଣୀର ଛାତ୍ରୀ ମହିମା ଗନ୍ତାୟତଙ୍କୁ ରାଜ୍ୟ ସ୍ତରୀୟ ସଂଗଠନ ଜ୍ଞାନ ପ୍ରକାଶ ଦ୍ୱାରା ଏହାର ସ୍ମରଣୀୟ ଭାବରେ ଆୟୋଜିତ ରାୟଗଡ଼ା ସାହିତ୍ୟ ଅଧିବେଶନରେ
ବିଜୟ ମହାପାତ୍ର ହାତ ଟେକିଦେଲିଆକାଶ ଓ ସମୁଦ୍ର ଆଡ଼କୁମୋ ପାଦ ତଳର ପୃଥିବୀଏବେ ତରଳୁଛିଭିଟାମାଟି କିଛି ନାଇଁମୁଁ ବନ୍ଜରଯେମିତି ଅସଂଖ୍ୟ ତାରା କିଲିଭାଇ ପାରନ୍ତିପୁରାପୁରି ଅନ୍ଧାର ! ଅନ୍ଧାର ତିନି ଭାଗଆଲୁଅ ଏକ ଭାଗଭିତରେ
