ସରୋଜ କୁମାର ପଣ୍ଡା ମହୀଶୂରର ସେହି କୁହୁଡ଼ିଆ ସକାଳ ଆଜି ବି ସ୍ୱାସ୍ତିକର ଆଖି ଆଗରେ ଏକ ଜୀବନ୍ତ ଚଳଚ୍ଚିତ୍ର ଭଳି ନାଚିଯାଏ । ଊଟିର ପାହାଡ଼ିଆ ପରିବେଶରୁ ସେ ତାର ଝୁମୁରି ମାଉସୀଙ୍କ

Read More

ଡ. ଗୀତାଞ୍ଜଳି ପୃଷ୍ଟି ସ୍ମୃତି ତୁମେ ଆସ ଅତୀତ ସାଥୀରେଫଗୁଣର ରଙ୍ଗ ନେଇତୁମେ ପୁଣି ଆସ ଭରା ସମ୍ମୋହନେଅନେକ ଯାତନା ସହି ।। ସ୍ମୃତି ତୁମେ ପରା ଶିଖାଇ ଦେଇଛବଞ୍ଚିବାର ମାୟା ମୋହତୁମ ପାଇଁ

Read More

ସତ୍ୟନାରାୟଣ ଗନ୍ତାୟତ ଏଥରର ସ୍ତମ୍ଭ ‘ଅଳ୍ପାଳାପ’ ଲେଖିଲାବେଳକୁ ଏକ ଅଶ୍ରୁଳ ଆବେଗ ଆଚ୍ଛନ୍ନ କରି ପକାଇଲା । କାରଣ ଆଜି ସଦାୟୁଷ୍ମାନ ସ୍ରଷ୍ଟା ସୁଖ୍ୟାତ ସ୍ତମ୍ଭକାର ଗନ୍ତାୟତ ଶିବପ୍ରସାଦଙ୍କ ଷୋଡ଼ଶ ଶ୍ରାଦ୍ଧ ଦିବସ !

Read More

ମୃତ୍ୟୁଞ୍ଜୟ ବେହେରା ଯାହା ଆଶା କରିଥିଲିତାହା କଣ ପାଇପାରିଲି ତୁମଠୁ ? ପାଇପାରିଲି କି ଋତୁମାନଙ୍କ ସାନିଧ୍ୟନା ରାତିମାନଙ୍କର ଅନୁରାଗମାସମାନଙ୍କ ମାଧୁର୍ଯ୍ୟନା ମୁହୂର୍ତ୍ତମାନଙ୍କ ସଂସର୍ଗଏବେ କି ଉତ୍ତର ବା ଦେବି ମୁଁଏ ବିଦାୟ ବେଳରେ

Read More

ଅରୁଣ କୁମାର ମିତ୍ର ନୂତନ ସୂର୍ଯ୍ୟ ନୂତନ ବରଷ ଆନନ୍ଦଘନ ପ୍ରାତଃଆଗାମୀ ଦିନର ଆଶାର ସପନ ସଦ୍ୟ କୁହୁଡ଼ି ସ୍ନାତ । ପ୍ରବଳ ଜାଡ଼ରେ ପୁର ଓ ପଲ୍ଲୀ ଆବାହନ ନବ ଦିନକୁଉଚ୍ଛ୍ୱାସ ସହ

Read More

ବିନୟ ମହାପାତ୍ର ଜୀବନଟା, ଖାଲି କହିବାକୁ,ଖୋଲା ବହିଟିଏ,ହେଲେ, ସତରେ କଣଜୀବନଟା ଖୋଲା ବହି ହେଇ ଥାଏ ?କେଜାଣି ହୋଇ ଥିବ,ମୋର କିନ୍ତୁ ବିଶ୍ୱାସ ହୁଏନା ।ଚକ୍ ମକ୍ ରଙ୍ଗିନ ମଲାଟ ତଳେ,ଜୀବନର କେତେ ଯେ

Read More

ସତ୍ୟନାରାୟଣ ଗନ୍ତାୟତ ବର୍ଷାନ୍ତରେ ଆସେ ଡିସେମ୍ବର । ଏହା ଏଭଳି ମାସଟିଏ ଯେ ଏହି ମାସ ଆରମ୍ଭ ହେଉହେଉ ଆରମ୍ଭ ହୋଇଯାଏ ଏ ମାସ ସରିବା ନେଇ ନାନା ଚିନ୍ତା । ଏହି ଚିନ୍ତା

Read More

ବିନୟ ମହାପାତ୍ର ଥରେ ପଛକୁ ଚାହିଁ, ଦେଖ !କଣ ଛାଡି ଗଲ,ଜୀବନର ଚଲା ପଥେ,ବର୍ଷା ଉପରାନ୍ତେ,କାଦୁ ପଚ୍ ପଚ୍ ଗାଆଁ ଦାଣ୍ଡେତୁମର ସେ କୁନିକୁନି ପାଦ ଚିହ୍ନ,ଅବା ମନ୍ଦିରର ଚଟାଣରେସଦ୍ୟଧୂଆ, ତୁମ ଓଦା ପାଦର

Read More

ସୌମ୍ୟ ସାରସ୍ଵତ ଦାଶ ଜୀବନରେ ସମ୍ପୂର୍ଣ୍ଣତା ଖୋଜୁଥିବା ମଣିଷ, ସବୁବେଳେ ଅନୁଭବ କରେ କେଉଁଠି କିଛି ଗୋଟାଏ ବାକି ରହିଗଲା । କିଛି ଅବସୋସ, କିଛି ଶୂନ୍ୟତା । ଏହିଭଳି କିଛି ଦୃଶ୍ୟପଟ୍ଟରୁ ଆରମ୍ଭ

Read More