ସୁମିତ ପଣ୍ଡା ନେନ୍ଥାଏ ଦାୟିତ୍ୱଆଶା ଭର୍ତ୍ତି ଝୁଲାଟିଏ ଧରିଜୀବନ ଝୁଲୁଛି ତାଲାଟିଏ ପରି ! କିଏ ଜାଣେ କୋଉ ଚାବିକାଠିରେଖୋଲି ହେଇଯିବସାତତାଳ ସାଗରତଳ ସିନ୍ଦୁକର ଫରୁଆ !ହୀରା ମୋତି ମାଣିକ ନୁହେଁଅସୁରଣୀଟେ ବାହାରି ବାଟ
କୈଳାସ ଚନ୍ଦ୍ର ସାହାଣୀ ପୁରୁଷଟିଏ କେବେ ନିଷ୍ଠୁର ପାଷାଣ ତକେବେ ଧୂସର ମରୁ ଉପତ୍ୟାକାରବର୍ଣ୍ଣହୀନ ବିଧୂର ବେଳା,ପୁରୁଷ କେବେ ରସହୀନଜୈବ ବିବିଧତାରୁ ବିମୁକ୍ତ ଶୁଖିଲା କାଠଗଣ୍ଡିକେବେ ସ୍ଵପ୍ନଭଙ୍ଗବିକ୍ଷିପ୍ତ ଶିଳା ! ପୁରୁଷକୁ ପରଖିଚ କିଏ,ଦେଖିଚ
ଶିବାଶିଷ ପାଢ଼ୀ କାମ ସରିସରି ଆସୁଥିଲା କିନ୍ତୁ ଖରା ବଢ଼ିବଢ଼ି ଚାଲୁଥିଲା । ବେଶି ସମୟ ହୋଇ ନଥିଲା ମାତ୍ର ଏଗାରଟା ହେଉଥିଲା । କିନ୍ତୁ ଆଜି ସୂର୍ଯ୍ୟଦେବଙ୍କ ପ୍ରକୋପ ଖୁବ ବେଶି ଥିଲା
ରଞ୍ଜନ କୁମାର ମହାନ୍ତି ମା’ଲୋ !ନିଆଁ ହେଇ ନିଆଁକୁ ଡରୁଛୁ ?ତୁ ଜଳିଲେ ଇତିହାସ ହେଉ,ଜାଳିଲେ ଇତିହାସ ହୁଏ… ଯା !ପାଣି ହେଇ ବହି ଯାଧୋଇ ଦେଇ ସମୟର ପରଳଚିରି ଦେଇ ପାପୁଲିର ଭୂଗୋଳଦେଖିବୁପରିବର୍ତ୍ତନ
ବିଶ୍ୱେଶ୍ୱର ମାଝୀ ପ୍ରଥମଂ ଶୈଳ ପୁତ୍ରୀତି ଦ୍ଵିତୀୟଂ ବ୍ରହ୍ମଚାରିଣୀତୃତୀୟ ଚନ୍ଦ୍ର ଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ।ପଞ୍ଚମ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀ ତଥାସପ୍ତମ କାଳରାତ୍ରେତି ମହାଗୌରୀତି ଚାଷ୍ଟମମ୍ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ ।” (ଦେବୀ
ଭୁବନେଶ୍ଵର : ଓଡ଼ିଆ ସାହିତ୍ୟରେ ତରୁଣ ଲେଖକମାନେ ଏବେ ଖୁବ ଭଲ ଲେଖୁଛନ୍ତି । ସାହିତ୍ୟ ଜଗତର ସେମାନେ ହେଉଛନ୍ତି ଭବିଷ୍ୟତ । ଆମ ସାହିତ୍ୟର ଯୁବ ଲେଖକମାନଙ୍କୁ ଉତ୍ସାହିତ କରାଯିବାର ଆବଶ୍ୟକତା ରହିଛି
ଭୁବନେଶ୍ଵର : ସାଧନା ଏକ ନିରନ୍ତର ପ୍ରକ୍ରିୟା । ପ୍ରତିକୂଳ ପରିସ୍ଥିତିରେ ସାଧନା କରି ସଫଳତା ଲାଭ କରିଥିବା ବ୍ୟକ୍ତିମାନେ ଉତ୍ତରପିଢି ପାଇଁ ପ୍ରେରଣା ଓ ଉଦାହରଣ ସାଜିଥାନ୍ତି ବୋଲି କହିଛନ୍ତି ହାଇକୋର୍ଟର ବିଚାରପତି
