ଭୁବନେଶ୍ଵର : ଶିଶୁ ସାହିତ୍ୟକୁ ବଞ୍ଚାଇବାକୁ ଶିଶୁ ଓ କିଶୋର ପାଠକଙ୍କ ମନରେ ପୁସ୍ତକ ପଢିବାର ଆଗ୍ରହ ସୃଷ୍ଟି ହେବା ଦରକାର । ପତ୍ରିକାଗୁଡ଼ିକରେ ଉପଯୁକ୍ତ ବିଷୟବସ୍ତୁ ସ୍ଥାନିତ ହେଲେ ପିଲାଙ୍କ ମନରେ ପଢିବାର
ଭୁବନେଶ୍ୱର : ହଙ୍ଗେରୀର ପ୍ରଖ୍ୟାତ ଔପନାସିକ ଲାସଲୋ କ୍ରାସ୍ନାହୋରକାଇ ସାହିତ୍ୟରେ ୨୦୨୫ ମସିହାର ନୋବେଲ ପୁରସ୍କାର ଜିତିଛନ୍ତି । ମୂଲ୍ୟବୋଧ ଯୁକ୍ତ କାଳଜୟୀ ସାହିତ୍ୟ କୃତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବା ନେଇ
ସତ୍ୟନାରାୟଣ ଗନ୍ତାୟତ ହଁ , ଏମିତିରେ ହଁ ନବୋଇଲେ ତ ନିସ୍ତାର ନାହିଁ ! ତେବେ ଏନେଇ ସେତେବେଳେ ଧନ୍ଦି ହୋଇଥାଉ ଯେବେ “ଆମ ବାପାଙ୍କ ବାପାଙ୍କ ବାପାଙ୍କ ବାପା…ଥିଲେ ଜଣେ ମାଙ୍କଡ଼” ଗୀତାଂଶଟି
ଅରୁଣ କୁମାର ମିତ୍ର ଜଗତ ଜନନୀ ଆସିଲେଣି ଆମ ଗୃହେସାଜସଜ୍ଜାରେ ପୁର ଓ ପଲ୍ଲୀ ବାସୀମାଆଙ୍କ ଆଶିଷ ଝରଇ ପରମ ସ୍ନେହେସବା ଅନ୍ତରେ ଗଦଗଦ ଭାବ ଖୁସି । ଝରଇ ବରଷା ସକାଳରୁ କ୍ଷଣେକ୍ଷଣେନଈ
ଡମ୍ୱରୁଧର ବେହେରା ପର ଝାଡ଼ି ଉଡ଼ିବୁଲେଭୂମିରୁ ଭୂମାକୁସୁର୍ଯ୍ୟ ଆଲୋକରେମେଘର ମହ୍ଲାରରେପାଖରେ ହେଉ କି ଦୂରରେ,ପ୍ରତ୍ୟେକ ସ୍ଥାନରେମନ, ପ୍ରାଣ ଓ ହୃଦୟରେ …..! ତଥାପି, ମୁଁ ଦ୍ରଷ୍ଟାଟିଏଦେଖୁଥାଏ ନିଜକୁନିଜ ଭିତରେ ଭିତରେକାନ୍ଥ ପରି ନଭାଙ୍ଗି,ଯନ୍ତ୍ରଣାକୁ ପାଥେୟ
ସତ୍ୟନାରାୟଣ ଗନ୍ତାୟତ ଦୁଆର କଥା ଉଠିଲେ ପହିଲେ ମନକୁ ଆସିଯାଏ ଘରଟିଏ ! ଘର ମାନେ ତା’ ଭିତରେ ବଖରା ପରେ ବଖରା ଥାଇ ଚାରି ଦିଗରେ ଥିବା ଚାରି କାନ୍ଥଙ୍କ ଏକ ଘେର,
ଭୁବନେଶ୍ଵର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ ।
